ଯୋଗ୍ୟତା:
ଏହି ଭୂମିକା ପାଇଁ ଆବେଦନ କରିବାକୁ ପୂର୍ବ ଅନୁଭବର ଆବଶ୍ୟକତା ନାହିଁ, କିନ୍ତୁ ଏହି ପ୍ରକଳ୍ପ ଉପରେ କାମ କରିବାକୁ ମୌଳିକ ଆବଶ୍ୟକତା ପୂରଣ କରିବା ଏବଂ ଏକ ମାନକ ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ଯିବା ଆବଶ୍ୟକ। ଏହା ଏକ ଅଂଶକାଳୀନ ଦୀର୍ଘ ଅବଧି ଯୁକ୍ତ ପ୍ରକଳ୍ପ ଓ ଆପଣଙ୍କ କାମ ଏହି ଚୁକ୍ତିର ସମୟସୀମାରେ ଗୁଣମାନ ନିୟନ୍ତ୍ରଣ ପରୀକ୍ଷାର ଅଧୀନରେ ରହିବ।
ମୌଳିକ ଆବଶ୍ୟକତା:
· ଓଡ଼ିଆ ଭାଷାରେ ପାଠନ ଓ ଲେଖନରେ ପରଙ୍ଗମତା ଏବଂ ଇଂରାଜୀ ଭାଷାରେ ମୌଳିକ ପାରଙ୍ଗମତା
· ଜଣେ ବ୍ୟକ୍ତି ଯିଏ ଗତ 5 ବର୍ଷ ଧରି ଭାରତରେ ରହୁଛନ୍ତି ଏବଂ ଭାରତୀୟ ବ୍ୟବସାୟ, ଗଣମାଧ୍ୟମ, କ୍ରୀଡା, ସମାଚାର, ସାମାଜିକ ଗଣମାଧ୍ୟମ ଏବଂ ସାଂସ୍କୃତିକ ବିଷୟବସ୍ତୁ ବିଷୟରେ ଜ୍ଞାନୀ।
· ନିର୍ଦ୍ଦେଶନାମାନଙ୍କୁ ଅନୁସରଣ କରିବା ଓ ସର୍ଚ ଇଞ୍ଜିନ, ମାନଚିତ୍ର, ୱେବସାଇଟ ଆଧାରିତ ସୂଚନା ବ୍ୟବହାର କରି ଅନଲାଇନ୍ ଗବେଷଣା କରିବା
· ମାନଚିତ୍ର, ସମ୍ବାଦ, ଧ୍ୱନି ସମ୍ବନ୍ଧୀୟ କାମ, ରିଲେଭାନ୍ସ ଭଳି ଭିନ୍ନ-ଭିନ୍ନ ଧରଣର କାମ ସହ କାର୍ଯ୍ୟ କରିବାର କ୍ଷମତା
· ଦୈନିକ broadband ଇଣ୍ଟରନେଟ୍ ସଂଯୋଗ, କମ୍ପ୍ୟୁଟର ଓ ଆବଶ୍ୟକ ସଫ୍ଟୱେର ର ପହଞ୍ଚ
ମୂଲ୍ୟାଙ୍କନ:
କାର୍ଯ୍ୟକ୍ରମରେ ଚୟନ ପାଇଁ ଆପଣ ଏକ ଖୋଲା ପୁସ୍ତକ ପରୀକ୍ଷା ଦେବେ ଯାହା ଆପଣଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବ। ଏହା ସହିତ ପରିଚୟ ପରୀକ୍ଷା ମଧ୍ୟ କରିବେ। ଆମ ଦଳ ଆପଣଙ୍କୁ ଯୋଗ୍ୟତା ପରୀକ୍ଷା ପୂର୍ବରୁ ନିର୍ଦ୍ଦେଶ ଓ ଶିକ୍ଷାନୈତିକ ସାମଗ୍ରୀ ଯୋଗାଇ ଦେବ। ଆପଣ ଏହି ପରୀକ୍ଷା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କିନ୍ତୁ ଆପଣଙ୍କ ସୁବିଧା ଅନୁଯାୟୀ ଦେବେ।
Service Rates
Compensation is based on tasks completed and project availability. Estimated earnings may vary depending on task volume and program requirements including, quality, and productivity, in accordance with the program's quality standards and guidelines.
Independent Contractor Relationship
This opportunity is offered on an independent contractor basis. Contributors have the flexibility to choose when and how much they work, subject to project availability and quality requirements. This opportunity is not and should not be construed as creating an employment relationship with TELUS Digital.